or_tn/rom/16/26.md

2.1 KiB

but now has been revealed and made known through the prophetic writings to all nations, by the command of the eternal God

“ପ୍ରକାଶିତ ହୋଇଅଛି” ଓ “ଜ୍ଞାତ କରାଯାଇଅଛି” କ୍ରିୟା ଗୁଡିକର ଅର୍ଥ ମୌଳିକଭାବରେ ସମାନ ଅଟେ । ପାଉଲ ସେହି ଉଭୟ ଶବ୍ଦକୁ ଗୁରୁତ୍ବ ଦେବାପାଇଁ ବ୍ୟବହାର କରନ୍ତି I ତୁମ୍ଭେମାନେ ଏହି ଶବ୍ଦଗୁଡିକୁ ସଂଯୋଗ କରି କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ବର୍ତ୍ତମାନ ଅନନ୍ତକାଳୀନ ଈଶ୍ବର ଏହାକୁ ଭବିଷ୍ୟତବକ୍ତାମାନଙ୍କ ଲିଖିତ ବାକ୍ୟ ଦ୍ବାରା ସମସ୍ତ ଜାତି ନିକଟରେ ପ୍ରକାଶିତ କରିଅଛନ୍ତି” (ଦେଖ:[[rc:///ta/man/translate/figs-doublet]] ଓ [[rc:///ta/man/translate/figs-activepassive]])

to bring about the obedience of faith

ଏଠାରେ “ଆଜ୍ଞାବହତା” ଓ “ବିଶ୍ବାସ” ଭାବବାଚକ ବିଶେଷ୍ୟ ଅଟନ୍ତି I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ “ଆଜ୍ଞା ପାଳନ କରିବା” ଓ “ବିଶ୍ବାସ କରିବା” କ୍ରିୟାଗୁଡିକୁ ବ୍ୟବହାର କରିପାରିବ I ତୁମ୍ଭେମାନେ ଏହାକୁ ସ୍ପଷ୍ଟ କରିବାକୁ ହେବ ଯେ କିଏ ପାଳନ କରିବ ଓ ବିଶ୍ବାସ କରିବ। ଅନ୍ୟ ଏକ ଅନୁବାଦରେ: “ଯେପରି ସମସ୍ତ ଜାତି ଈଶ୍ବରଙ୍କ ଆଜ୍ଞାକୁ ପାଳନ କରିବେ, କାରଣ ସେମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି” (ଦେଖ:[[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-explicit]])