or_tn/rom/16/20.md

933 B

The God of peace will soon crush Satan under your feet

“ତୁମ୍ଭମାନଙ୍କ ପାଦ ତଳେ ଦଳି ପକାଅ” ବାକ୍ୟାଂଶଟି ଗୋଟିଏ ଶତ୍ରୁ ଉପରେ ସମ୍ପୂର୍ଣ୍ଣ ବିଜୟ କରିବା ବିଷୟକୁ ଦର୍ଶାଏ I ଏଠାରେ ପାଉଲ ଶୟତାନ ଉପରେ ବିଜୟପାଇବା ବିଷୟରେ କହନ୍ତି ଯେ, ସତେ ଯେପରି ରୋମର ବିଶ୍ବାସୀମାନେ ଗୋଟିଏ ଶତ୍ରୁକୁ ସେମାନଙ୍କର ପାଦ ତଳେ ଦଳି ପକାଇଥିଲେ I ଅନ୍ୟ ଏକ ଅନୁବାଦରେ: “ଅତି ଶୀଘ୍ର ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତି ଓ ଶୟତାନ ଉପରେ ପୂର୍ଣ୍ଣ ବିଜୟ ଦେବେ” (ଦେଖ:rc://*/ta/man/translate/figs-metaphor)