or_tn/rom/16/18.md

2.7 KiB

but their own stomach

“ସେମାନେ ସେବା କରନ୍ତି” ଶବ୍ଦଗୁଡିକ ପୂର୍ବ ବାକ୍ୟାଂଶରୁ ବୁଝିହେଉଛି I ଏହାକୁ ଏକ ଅଲଗା ବାକ୍ୟ ଭାବରେ ବ୍ୟକ୍ତ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବରଂ, ସେମାନେ ସେମାନଙ୍କ ନିଜ ନିଜ ଉଦରର ସେବା କରନ୍ତି” (ଦେଖ:rc://*/ta/man/translate/figs-ellipsis)

but their own stomach

ଏଠାରେ “ଉଦର” ଏକ ଉପମା ଅଟେ, ଯାହା ଶାରୀରିକ ଇଚ୍ଛାଗୁଡିକୁ ଦର୍ଶାଏ I ସେଠାରେ ଉଦରର ସେବା ସେମାନଙ୍କ ଇଚ୍ଛାଗୁଡିକୁ ପୂରା କରିବାର ନିଦର୍ଶନ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ସେମାନେ କେବଳ ନିଜର ସ୍ବାର୍ଥପର ଇଚ୍ଛାଗୁଡିକୁ ପୂରା କରିବାକୁ ଚାହାଁନ୍ତି” (ଦେଖ:[[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])

By their smooth and flattering speech

“ମିଷ୍ଟ” ଓ “ଚାଟୁ” ଶବ୍ଦଗୁଡିକର ଅର୍ଥ ସମାନ ଅଟେ। ପାଉଲ ଜୋର୍ ଦେଇ କହନ୍ତି ଯେ ଏହି ଲୋକମାନେ ବିଶ୍ବାସୀମାନଙ୍କୁ କିପରି ପ୍ରବଞ୍ଚିତ କରୁଅଛନ୍ତି। ଅନ୍ୟ ଏକ ଅନୁବାଦରେ: “ଭଲ ଓ ସତ୍ୟ ଲାଗିଲା ଭଳି କଥା କହି” (ଦେଖ:rc://*/ta/man/translate/figs-doublet)

they deceive the hearts of the innocent

ଏଠାରେ “ହୃଦୟ” ଶବ୍ଦଟି ଜଣେ ବ୍ୟକ୍ତିର ମନ ବା ଆନ୍ତରିକ ପୁରୁଷର ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ସେମାନେ ନିର୍ଦ୍ଦୋଷ ବିଶ୍ବାସୀମାନଙ୍କୁ ପ୍ରବଞ୍ଚିତ କରନ୍ତି” (ଦେଖ:rc://*/ta/man/translate/figs-metonymy)

innocent

ଏହା ସରଳ, ଅନୁଭବବିହୀନ, ଓ ନିଷ୍କପଟ ଲୋକମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ସରଳ ଭାବରେ ସେମାନଙ୍କ ଉପରେ ବିଶ୍ବାସ କରନ୍ତି” ବା “ଏହି ଶିକ୍ଷକମାନେ ସେମାନଙ୍କୁ ବୋକା ବନାଉଛନ୍ତି ବୋଲି ଯେଉଁମାନେ ଜଣନ୍ତି ନାହିଁ”