or_tn/rom/16/11.md

8 lines
620 B
Markdown

# Herodion ... Narcissus
ଏଗୁଡିକ ପୁରୁଷମାନଙ୍କର ନାମ ଅଟେ I (ଦେଖ:[[rc://*/ta/man/translate/translate-names]])
# who are in the Lord
ଏହା ସେହି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ବିଶ୍ବାସୀ ଅଟନ୍ତି” ବା “ଯେଉଁମାନେ ପ୍ରଭୁଙ୍କର ଅଟନ୍ତି” (ଦେଖ:[[rc://*/ta/man/translate/figs-explicit]])