or_tn/rom/16/10.md

8 lines
605 B
Markdown

# Apelles ... Aristobulus
ଏଗୁଡିକ ପୁରୁଷମାନଙ୍କର ନାମ ଅଟେ I (ଦେଖ:[[rc://*/ta/man/translate/translate-names]])
# the approved in Christ
“ପରୀକ୍ଷାସିଦ୍ଧ” ଶବ୍ଦ ଜଣେ ବ୍ୟକ୍ତିକୁ ଦର୍ଶାଏ ଯାହାକୁ ପରୀକ୍ଷା କରାଯାଇଛି ଓ ସେ ପ୍ରକୃତ ବୋଲି ପ୍ରମାଣିତ ହୋଇଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯାହାକୁ ଖ୍ରୀଷ୍ଟ ସ୍ବୀକୃତି ଦେଇଛନ୍ତି”