or_tn/rom/16/03.md

8 lines
711 B
Markdown

# Priscilla and Aquila
ପ୍ରୀସ୍କା ଆକ୍ବିଲାର ପତ୍ନୀ ଥିଲା I (ଦେଖ:[[rc://*/ta/man/translate/translate-names]])
# my fellow workers in Christ Jesus
ପାଉଲଙ୍କ “ସହକର୍ମୀ” ସେହି ଲୋକମାନେ, ଯେଉଁମାନେ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟରେ କହନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବାପାଇଁ ମୋ ସହିତ କର୍ମ କରନ୍ତି” (ଦେଖ:[[rc://*/ta/man/translate/figs-explicit]])