or_tn/rom/15/intro.md

2.1 KiB

ରୋମୀୟ ୧୫ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀ ଓ ରୂପରେଖ

କେତେକ ଅନୁବାଦରେ କବିତାର ପ୍ରତ୍ୟେକ ପଂକ୍ତିକୁ ଅନ୍ୟ ଶାସ୍ତ୍ରାଂଶ ତୁଳନାରେ ଡାହାଣ ପାଖରୁ କିଛି ଦୂରରେ ଲେଖାଯାଇଛି,ଏହା ପଢିବାପାଇଁ ସହଜସାଧ୍ୟ ଅଟେ I ଏହି ଅଧ୍ୟାୟର ୯-୧୧, ଓ ୨୧ ପଦରେ ULT ଏହିପରି ଲେଖିଅଛି, ଯାହା ପୁରତନ ନିଯମରୁ ଆନୀତ ଅଟେ I

କେତେକ ଅନୁବାଦରେ ପୁରାତନ ନିୟମର ଗଦ୍ୟ ଉଦ୍ଧୃତିଗୁଡିକୁ ପୃଷ୍ଠାର ଡାହାଣ ପାଖରୁ କିଛି ଦୂରରେ ଲେଖା ଯାଇଛି, ଏହା ପଢିବାରେ ସହଜାସାଧ୍ୟ ଅଟେ। ୧୨ ପଦରେ ଏହି ପ୍ରକାରେ ULT ରେ ଲେଖାଯାଇଛି।

[ରୋମୀୟ ୧୫:୧୪] (II/II/rom/୧୫/୧୪Imd)ରେ ପାଉଲ ଅଧିକ ବ୍ୟକ୍ତିଗତଭାବରେ କହିବାକୁ ଆରମ୍ଭ କରନ୍ତି । ସେ ଶିକ୍ଷା ଦେବା ବିଷୟ ଛାଡ଼ି ତାହାଙ୍କ ବ୍ୟକ୍ତିଗତ ଯୋଜନା ବିଷୟରେ କହନ୍ତି।

ଏହି ଅଧ୍ୟାୟର ଗରୁତ୍ବପୂର୍ଣ୍ଣ ଶବ୍ଦ ଅଳଙ୍କାର

ଦୃଢ/ଦୁର୍ବଳ

ଯେଉଁମାନେ ବିଶ୍ବାସରେ ପରିପକ୍ବ ଓ ଅପରିପକ୍ବ ଅଟନ୍ତି, ସେମାନଙ୍କ ପାଇଁ ଏହି ଶବ୍ଦର ବ୍ୟବହାର କରାଯାଇଛି । ପାଉଲ ଶିକ୍ଷା ଦିଅନ୍ତି ଯେ ଯେଉଁମାନେ ବିଶ୍ବାସରେ ଦୃଢ ଅଟନ୍ତି, ସେମାନେ ବିଶ୍ବାସରେ ଦୁର୍ବଳ ଥିବା ଲୋକମାନଙ୍କୁ ସାହାଯ୍ୟ କରିବା ଦରକାର। (ଦେଖ: rc://*/tw/dict/bible/kt/faith)