or_tn/rom/15/31.md

1.3 KiB

I may be rescued from those who are disobedient

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ଅନାଜ୍ଞାକାରୀମାନଙ୍କଠାରୁ ଉଦ୍ଧାର କରିବେ” ବା “ଈଶ୍ବର ଅନାଜ୍ଞାକାରୀମାନଙ୍କ ଅନିଷ୍ଟଠାରୁ ମୋତେ ଉଦ୍ଧାର କରିବେ” (ଦେଖ:rc://*/ta/man/translate/figs-activepassive)

and that my service for Jerusalem may be acceptable to the believers

ଏଠାରେ ପାଉଲ ତାହାଙ୍କ ଇଚ୍ଛାକୁ ବ୍ୟକ୍ତ କରନ୍ତି ଯେ ଯିରୂଶାଲମର ବିଶ୍ବାସୀମାନେ ମାକିଦନିଆ ଓ ଆଖାୟାର ବିଶ୍ବାସୀମାନଙ୍କ ଅର୍ଥକୁ ଆନନ୍ଦରେ ଗ୍ରହଣ କରିବେ I ଅନ୍ୟ ଏକ ଅନୁବାଦରେ: “ପ୍ରାର୍ଥନା କରନ୍ତୁ ଯେ ଯିରୂଶାଲମର ବିଶ୍ବାସୀମାନେ ଅର୍ଥକୁ ଆନନ୍ଦରେ ଗ୍ରହଣ କରିବେ, ଯାହା ମୁଁ ସେମାନଙ୍କ ପାଇଁ ଆଣୁଅଛି” (ଦେଖ:rc://*/ta/man/translate/figs-explicit)