or_tn/rom/15/29.md

685 B

I know that when I come to you I will come in the fullness of the blessing of Christ

ଏହି ବାକ୍ୟାଂଶର ଅର୍ଥ ହେଉଛି ଯେ ଖ୍ରୀଷ୍ଟ ପାଉଲଙ୍କୁ ଓ ରୋମର ବିଶ୍ବାସୀମାନଙ୍କୁ ଆଶୀର୍ବାଦ କରିବେ I ଅନ୍ୟ ଏକ ଅନୁବାଦରେ: “ଆଉ ମୁ ଜାଣେ ଯେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବା ସମୟରେ, ଖ୍ରୀଷ୍ଟ ଆମ୍ଭମାନଙ୍କୁ ପ୍ରଚୁରଭାବେ ଆଶୀର୍ବାଦ କରିବେ” (ଦେଖ:rc://*/ta/man/translate/figs-explicit)