or_tn/rom/15/28.md

4 lines
622 B
Markdown

# made sure that they have received what was collected
ପାଉଲ ସେ ଯିରୂଶାଲମକୁ ନେଉଥିବା ଟଙ୍କାପଇସା ବିଷୟରେ ଏପରି କହନ୍ତି, ସତେ ଯେପରି ତାହା ଗୋଟିଏ ଫଳ, ଯାହା ସେମାନଙ୍କ ନିମନ୍ତେ ସଂଗ୍ରହ କରାଯାଇଥିଲା I ଅନ୍ୟ ଏକ ଅନୁବାଦରେ: “ଆଉ ସୁରକ୍ଷିତଭାବରେ ସେମାନଙ୍କୁ ଏହା ଅର୍ପଣ କରାଯାଇଥିଲା” (ଦେଖ:[[rc://*/ta/man/translate/figs-metaphor]])