or_tn/rom/15/27.md

954 B

Indeed they were please to do this

ମାକିଦନିଆ ଓ ଆଖାୟାର ବିଶ୍ବାସୀମାନେ ଏହା କରିବାପାଇଁ ସନ୍ତୁଷ୍ଟ ଥିଲେ

indeed, they are their debtors

ବାସ୍ତବରେ ମାକିଦନିଆ ଓ ଆଖାୟାର ଲୋକମାନେ ଯିରୂଶାଲମର ବିଶ୍ବାସୀମାନଙ୍କ ପ୍ରତି ୠଣୀ ଅଟନ୍ତି

if the Gentiles have shared in their spiritual things, they owe it to them also to serve them

ଯେହେତୁ ବିଜାତୀୟମାନେ ଯିରୂଶାଲମର ବିଶ୍ବାସୀମାନଙ୍କ ଆତ୍ମିକ ବିଷୟ ସବୁର ଅଂଶୀଦାର ହୋଇଅଛନ୍ତି, ସେଥିପାଇଁ ବିଜାତୀୟମାନେ ଯିରୂଶାଲମର ବିଶ୍ବାସୀମାନଙ୍କ ପ୍ରତି ସେବାର ୠଣୀ ଅଟନ୍ତି