or_tn/rom/15/21.md

8 lines
1.3 KiB
Markdown

# It is as it is written
ଏଠାରେ ପାଉଲ ସୂଚିତ କରନ୍ତି, ଯାହା ଯିଶାଇୟ ତାହାଙ୍କ ଶାସ୍ତ୍ରରେ ଲେଖିଅଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ ଓ ଅର୍ଥକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯିଶାଇୟ ଯେପରି ଶାସ୍ତ୍ରରେ ଲେଖିଥିଲେ, ସେପରି ସମସ୍ତ ବିଷୟ ଘଟୁଅଛି” (ଦେଖ:[[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-explicit]])
# Those to whom no tidings of him came
ଏଠାରେ ପାଉଲ “ସୁସମ୍ବାଦ” ବା ଖ୍ରୀଷ୍ଟଙ୍କ ସୁସମାଚାର ବିଷୟରେ ଏପରି କହନ୍ତି, ସତେ ଯେପରି ତାହା ଜୀବିତ ଓ ନିଜେ ଚାଲିବାରେ ସକ୍ଷମ ଅଟେ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନଙ୍କୁ କେହି ତାହାଙ୍କ ବିଷୟରେ ସୁସମାଚାର କେବେ ହେଁ ଶୁଣାଇ ନ ଥିଲେ” (ଦେଖ:[[rc://*/ta/man/translate/figs-personification]])