or_tn/rom/15/13.md

461 B

May fill you with all joy and peace

ପାଉଲ ନିଜର ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଏଠାରେ ଅତ୍ୟୁକ୍ତିର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କୁ ମହା ଆନନ୍ଦ ଓ ଶାନ୍ତିରେ ଭରି ଦିଅନ୍ତୁ” (ଦେଖ:rc://*/ta/man/translate/figs-hyperbole)