or_tn/rom/15/06.md

491 B

praise with one mouth

ଏହାର ଅର୍ଥ ହେଉଛି, ଈଶ୍ବରଙ୍କୁ ପ୍ରଶଂସା କରି ଏକତ୍ରିତ ହେବା I ଅନ୍ୟ ଏକ ଅନୁବାଦରେ: “ସତେ ଯେପରି କେବଳ ଗୋଟିଏ ମୁଖ କଥା କହୁଥିବା ଭଳି, ଏକତ୍ର ହୋଇ ମିଳିତ ଭାବେ ଈଶ୍ବରଙ୍କୁ ପ୍ରଶଂସା କର” (ଦେଖ:rc://*/ta/man/translate/figs-metonymy)