or_tn/rom/15/03.md

898 B

it was just as it is written

ଏଠାରେ ପାଉଲ ଗୋଟିଏ ଶାସ୍ତ୍ରକୁ ଉଲ୍ଲେଖ କରନ୍ତି, ଯେଉଁଠାରେ ଖ୍ରୀଷ୍ଟ (ମଶୀହ) ଈଶ୍ବରଙ୍କୁ କଥା କହୁଛନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ରରେ ମଶୀହ ଈଶ୍ବରଙ୍କୁ କହିଲେ” (ଦେଖ:[[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

The insults of those who insulted you fell on me

ଈଶ୍ବରଙ୍କୁ ଅପମାନ କରୁଥିବା ଲୋକମାନଙ୍କର ଅପମାନ ଖ୍ରୀଷ୍ଟଙ୍କ ଉପରେ ବର୍ତ୍ତିଲା I