or_tn/rom/14/23.md

2.6 KiB

He who doubts is condemned if he eats

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟ ବିଷୟରେ ନିଶ୍ଚିତ ନୁହନ୍ତି, କିନ୍ତୁ ତାହାକୁ ଭୋଜନ କରନ୍ତି, ତାହାହେଲେ ଈଶ୍ବର କହିବେ ସେହି ବ୍ୟକ୍ତି ଭୁଲ୍ କରିଅଛି” ବା “ଯଦି ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟ ବିଷୟରେ ନିଶ୍ଚିତ ନୁହନ୍ତି, କିନ୍ତୁ ତାହାକୁ ଭୋଜନ କରି ନିଅନ୍ତି, ତାହାହେଲେ ସେ ଦ୍ବନ୍ଦ ବିବେକରେ ରହିବ” (ଦେଖ:rc://*/ta/man/translate/figs-activepassive)

because it is not from faith

ଯାହା କିଛି “ବିଶ୍ବାସରୁ ନୁହେଁ”, ତାହା ଏପରି କିଛି ବିଷୟ, ଯାହା ଈଶ୍ବର ତୁମ୍ଭେମାନେ କର ବୋଲି ଚାହାଁନ୍ତି ନାହିଁ I ତୁମ୍ଭେମାନେ ଏଠାରେ ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର କହିବେ ଯେ ସେ ଭୁଲ୍ କରିଅଛି, କାରଣ ସେ ଏପରି କିଛି ଭୋଜନ କରୁଅଛି, ଯାହା ସେ ବିଶ୍ବାସ କରେ ସେ ତାହା ନ ଖାଉ ବୋଲି ଈଶ୍ବର ଚାହାଁନ୍ତି” (ଦେଖ:rc://*/ta/man/translate/figs-explicit)

whatever is not from faith is sin

ଯାହା କିଛି “ବିଶ୍ବାସରୁ ନୁହେଁ”, ତାହା ଏପରି କିଛି ବିଷୟ, ଯାହା ଈଶ୍ବର ତୁମ୍ଭେମାନେ କର ବୋଲି ଚାହାଁନ୍ତି ନାହିଁ I ତୁମ୍ଭେମାନେ ଏଠାରେ ପୂରା ଅର୍ଥ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପାପ କରୁଅଛ, ଯଦି ତୁମ୍ଭେମାନେ ଏପରି କିଛି କରୁଅଛ ଯେ ଯାହା ତୁମ୍ଭେମାନେ କର ବୋଲି ଈଶ୍ବର ଚାହାଁନ୍ତି ବୋଲି ତୁମ୍ଭେମାନେ ବିଶ୍ବାସ କରୁନାହଁ” (ଦେଖ:rc://*/ta/man/translate/figs-explicit)