or_tn/rom/14/22.md

873 B

The faith you have

ଏହା ଖାଇବା ଓ ପିଇବା ବିଷୟରେ ଥିବା ବିଶ୍ବାସକୁ ସୂଚିତ କରେ I

you ... yourself

ଏକବଚନ I କାରଣ ପାଉଲ ବିଶ୍ବସିମାନଙ୍କୁ ସମ୍ବୋଧିତ କରୁଛନ୍ତି, ତୁମ୍ଭମାନଙ୍କୁ ବହୁବଚନ ବ୍ୟବହାର କରି ଏହାର ଅନୁବାଦ କରିବାକୁ ପଡିପାରେ I (ଦେଖ:rc://*/ta/man/translate/figs-you)

Blessed is the one who does not condemn himself by what he approves

ସେମାନେ ଧନ୍ୟ ଅଟନ୍ତି, ଯେଉଁମାନେ କାର୍ଯ୍ୟ କରିବାକୁ ସେମାନଙ୍କର ନିଷ୍ପତ୍ତି ସକାଶୁ ନିଜକୁ ଦୋଷୀ ବୋଲି ମନେ ନ ଭାବନ୍ତି