or_tn/rom/14/19.md

691 B

let us pursue the things of peace and the things that build up one another

ଏଠାରେ “ପରସ୍ପରର ନିଷ୍ଠା କରିବା” ପରସ୍ପରକୁ ବିଶ୍ବାସରେ ବୃଦ୍ଧି ହେବାରେ ସାହାଯ୍ୟ କରିବା ବିଷୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆସ, ଆମ୍ଭେମାନେ ଏକ ସଂଗରେ ଶାନ୍ତିରେ ରହିବାକୁ ପ୍ରଚେଷ୍ଟା କରୁ ଓ ପରସ୍ପରକୁ ବିଶ୍ବାସରେ ଦୃଢ ହେବାରେ ସାହାଯ୍ୟ କରୁ” (ଦେଖ:rc://*/ta/man/translate/figs-explicit)