or_tn/rom/14/14.md

2.0 KiB

I know and am persuaded in the Lord Jesus

ଏଠାରେ “ଜାଣିବା” ଶବ୍ଦ ଓ “ନିଶ୍ଚୟ ଜ୍ଞାନ କରିବା” ର ଅର୍ଥ ମୌଳିକଭାବରେ ସମାନ ଅଟେ; ପାଉଲ ତାହାଙ୍କ ସୁନିଶ୍ଚିତତାକୁ ଗୁରୁତ୍ବ ଦେବାପାଇଁ ସେଗୁଡିକର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ ଯୀଶୁଙ୍କ ସହିତ ମୋହର ସଂପର୍କ ସକାଶୁ ମୁଁ ସୁନିଶ୍ଚିତ” (ଦେଖ:rc://*/ta/man/translate/figs-doublet)

nothing is unclean by itself

ତୁମ୍ଭେମାନେ ଏହାକୁ ସାକାରାତ୍ମକ ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ବିଷୟ ନିଜ ଦ୍ବାରା ଶୁଚି ହୋଇଅଛି” (ଦେଖ:rc://*/ta/man/translate/figs-doublenegatives)

by itself

ପ୍ରକୃତି ଦ୍ବାରା ବା “ଏହା ଯାହା ଅଟେ, ସେଥି ସକାଶୁ”

Only for him who considers anything to be unclean, for him it is unclean

ପାଉଲ ଏଠାରେ କହନ୍ତି ଯେ ଜଣେ ବ୍ୟକ୍ତି ଯାହା ସେ ଅଶୁଚି ବୋଲି ମନେ କରେ, ସେ ସେଥିରୁ ଦୂରରେ ରହୁ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ଜଣେ ବ୍ୟକ୍ତି କିଛି ବିଷୟକୁ ଅଶୁଚି ବୋଲି ଭାବୁଛି, ତାହେଲେ ସେହି ବ୍ୟକ୍ତି ପାଇଁ ତାହା ଅଶୁଚି ଅଟେ ଓ ସେ ତାହାଠାରୁ ଦୂରରେ ରହୁ” (ଦେଖ:rc://*/ta/man/translate/figs-explicit)