or_tn/rom/14/13.md

856 B

but instead decide this, that no one will place a stumbling block or a snare for his brother

ଏଠାରେ “ବାଧାଜନକ ପ୍ରସ୍ତର” ଓ “ଫାନ୍ଦ”ର ଅର୍ଥ ମୌଳିକଭାବରେ ସମାନ ଅଟେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ବରଂ ଏହା ତୁମ୍ଭମାନଙ୍କର ଲକ୍ଷ୍ୟ ହେଉ ଯେ ସାଥୀ ବିଶ୍ବାସୀକୁ ପାପ କର୍ଯ୍ୟ କରିବାପାଇଁ ପ୍ରବର୍ତ୍ତାଇବୁ ନାହିଁ ବା କିଛି କହିବୁ ନାହିଁ” (ଦେଖ:rc://*/ta/man/translate/figs-doublet)

brother

ଏଠାରେ ଏହାର ଅର୍ଥ ଯେ ଜଣେ ସାଥୀ ଖ୍ରୀଷ୍ଟିୟାନ, ପୁରୁଷ ବା ମହିଳା ହେଉ I