or_tn/rom/14/11.md

1.5 KiB

For it is written, ""As I

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ କେହି ଜଣେ ଶାସ୍ତ୍ରରେ ଲେଖିଛନ୍ତି” (ଦେଖ:rc://*/ta/man/translate/figs-activepassive)

As I live

ଶପଥ ବା ଗମ୍ଭୀର ପ୍ରତିଜ୍ଞା ବିଷୟରେ କହିବାପାଇଁ ଏହି ବାକ୍ୟାଂଶକୁ ବ୍ୟବହାର କରାଯାଇଛି। ଅନ୍ୟ ଏକ ଅନୁବାଦରେ: “ଏହା ସତ୍ୟ ବୋଲି ତୁମ୍ଭେମାନେ ସୁନିଶ୍ଚିତ ହୋଇପାରିବ” (ଦେଖ:rc://*/ta/man/translate/figs-explicit)

to me every knee will bend, and every tongue will confess to God

ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଇବା ପାଇଁ ପାଉଲ “ଜାନୁ” ଓ “ଜିହ୍ବା” ଶବ୍ଦଟିର ବ୍ୟବହାର କରନ୍ତି I ଆଉ ମଧ୍ୟ, ପ୍ରଭୁ ନିଜକୁ ଦର୍ଶାଇବା ପାଇଁ “ଈଶ୍ବର” ଶବ୍ଦର ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ବ୍ୟକ୍ତିର ମସ୍ତକ ନତ ହେବ ଓ ମୋର ପ୍ରଶଂସା କରିବେ” (ଦେଖ:[[rc:///ta/man/translate/figs-synecdoche]] ଓ [[rc:///ta/man/translate/figs-123person]])