or_tn/rom/14/07.md

1.4 KiB

For none of us lives for himself

ଏଠାରେ “ନିଜ ପାଇଁ ବଞ୍ଚିବା” ର ଅର୍ଥ କେବଳ ନିଜକୁ ଖୁସି କରିବାପାଇଁ ବଞ୍ଚିବା I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ମଧ୍ୟରୁ କେହି ହେଲେ ସୁଦ୍ଧା କେବଳ ନିଜର ଖୁସି ପାଇଁ ବଞ୍ଚିବା ଉଚିତ ନୁହେଁ” (ଦେଖ:rc://*/ta/man/translate/figs-explicit)

none of us

ପାଉଲ ତାହାଙ୍କ ପାଠକମାନଙ୍କୁ ସାମିଲ କରୁଅଛନ୍ତି, ତେଣୁ ଏହା ସମସ୍ତଙ୍କୁ ଦର୍ଶାଏ I (ଦେଖ:rc://*/ta/man/translate/figs-inclusive)

none dies for himself

ଏହାର ଅର୍ଥ ଯେ ଜଣଙ୍କର ମୃତ୍ୟୁ ଅନ୍ୟକୁ ପ୍ରଭାବିତ କରେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ମଧ୍ୟରୁ କେହି ହେଲେ ସୁଦ୍ଧା ଏପରି ନ ଭାବନ୍ତୁ ଯେ ଯେତେବେଳେ ଆମ୍ଭେମାନେ ମୃତ୍ୟୁବରଣ କରୁଅଛୁ, ଏହା କେବଳ ଆମ୍ଭମାନଙ୍କୁ ହିଁ ପ୍ରଭାବିତ କରିଥାଏ” (ଦେଖ:rc://*/ta/man/translate/figs-explicit)