or_tn/rom/14/04.md

2.4 KiB

Who are you, you who judge a servant belonging to someone else?

ଯେଉଁମାନେ ଅନ୍ୟମାନଙ୍କର ବିଚାର କରୁଅଛନ୍ତି, ସେମାନଙ୍କୁ ଭର୍ତ୍ସନା କରିବା ନିମନ୍ତେ ପାଉଲ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ତୁମ୍ଭେମାନେ ଏହାକୁ ଏକ ବୟାନ ରୂପରେ ବ୍ୟବହାର କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଈଶ୍ବର ନୁହଁ, ଓ ତାହାଙ୍କ ସେବକମାନଙ୍କ ମଧ୍ୟରୁ ଜଣକୁ ବିଚାର କରିବାପାଇଁ ତୁମ୍ଭମାନଙ୍କୁ ଅଧିକାର ଦିଅଯାଇ ନାହିଁ !” (ଦେଖ:rc://*/ta/man/translate/figs-rquestion)

you, who judges

ଏଠାରେ “ତୁମ୍ଭେ” ର ରୂପ ଏକବଚନ ଅଟେ I (ଦେଖ:rc://*/ta/man/translate/figs-you)

It is before his own master that he stands or falls

ପାଉଲ ଈଶ୍ବରଙ୍କ ବିଷୟରେ ଏପରି କହନ୍ତି, ସତେ ଯେପରି ସେ ଜଣେ କର୍ତ୍ତା ଅଟନ୍ତି ଓ ତାହାଙ୍କ ନିଜ ଦାସମାନେ ଅଛନ୍ତି I ଅନ୍ୟ ଏକ ଅନୁବାଦରେ: “କେବଳ କର୍ତ୍ତା ହିଁ ନିଷ୍ପତ୍ତି ନେଇ ପାରନ୍ତି ଯେ ସେ ଦାସକୁ ଗ୍ରହଣ କରିବେ କି ନାହିଁ” (ଦେଖ:rc://*/ta/man/translate/figs-metaphor)

But he will be made to stand, for the Lord is able to make him stand

ପାଉଲ ଈଶ୍ବରଙ୍କ ଗ୍ରହଣ ଯୋଗ୍ୟ ଦାସଙ୍କ ବିଷୟରେ ଏପରି କୁହନ୍ତି, ସତେ ଯେପରି ତାହାଙ୍କୁ ପଡିଯିବା ବଦଳରେ “ଛିଡା କରାଯାଇଅଛି”। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ପ୍ରଭୁ ତାହାଙ୍କୁ ଗ୍ରହଣ କରିବେ, କାରଣ ସେ ସେହି ଦାସକୁ ଗ୍ରହଣଯୋଗ୍ୟ କରାଇବେ” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])