or_tn/rom/14/01.md

711 B

Connecting Statement:

ପାଉଲ ବିଶ୍ବାସୀମାନଙ୍କୁ ସ୍ମରଣ କରିବାକୁ ଉତ୍ସାହିତ କରନ୍ତି ଯେ ସେମାନେ ଈଶ୍ବରଙ୍କ ନିକଟରେ ହିସାବ ଦେବାକୁ ହେବ I

weak in faith

ଯେଉଁମାନେ କେତେକ ନିର୍ଦ୍ଦିଷ୍ଟ ବିଷୟରେ ଖାଇବା ପିଇବାରେ ଦୋଷୀ ବୋଲି ମନେ କରନ୍ତି, ଏହା ସେମାନଙ୍କୁ ଦର୍ଶାଏ I

without giving judgment about arguments

ଓ ସେମାନଙ୍କ ମତ ପାଇଁ ସେମାନଙ୍କୁ ନିନ୍ଦା କର ନାହିଁ