or_tn/rom/13/14.md

1.2 KiB

put on the Lord Jesus Christ

ପାଉଲ ଖ୍ରୀଷ୍ଟଙ୍କର ନୌତିକ ସ୍ବଭାବକୁ ସ୍ବୀକାର କରିବା ବିଷୟରେ କହନ୍ତି, ସତେ ଯେପରି ସେ ଆମ୍ଭମାନଙ୍କର ବାହ୍ୟିକ ବସ୍ତ୍ର, ଯାହାକୁ ଲୋକେ ଦେଖିପାରିବେ I (ଦେଖ:rc://*/ta/man/translate/figs-metaphor)

put on

ଯଦି ତୁମ୍ଭମାନଙ୍କ ଭାଷାରେ ଆଦେଶ ପାଇଁ ବହୁବଚନ ରୂପ ଅଛି, ତେବେ ଏଠାରେ ତାହାର ବ୍ୟବହାର କର I

make no provision for the flesh

ଏଠାରେ “ଶରୀର” ଈଶ୍ବରଙ୍କୁ ବିରୋଧ କରୁଥିବା ଲୋକମାନଙ୍କ ଆତ୍ମ-କୈନ୍ଦ୍ରିକ ସ୍ବଭାବକୁ ଦର୍ଶାଏ I ଏହା ମନୁଷ୍ୟର ପାପୀ ସ୍ବଭାବ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପୁରାତନ ମନ୍ଦ ହୃଦୟକୁ ଦୁଷ୍ଟ କାର୍ଯ୍ୟ କରିବାକୁ କୌଣସି ଅବସର ଦିଅ ନାହିଁ” (ଦେଖ:rc://*/ta/man/translate/figs-metonymy)