or_tn/rom/13/11.md

460 B

we know the time, that it is already time for us to awake out of sleep

ପାଉଲ ରୋମୀୟ ବିଶ୍ବାସୀମାନଙ୍କର ବ୍ୟବହାରକୁ ସୁଧାରିବା ପାଇଁ ରହିଥିବା ବିଷୟକୁ ଏପରି କହନ୍ତି, ସତେ ଯେପରି ସେମାନଙ୍କୁ ନିଦ୍ରାରୁ ଉଠିବାକୁ ପଡିବ। (ଦେଖ:rc://*/ta/man/translate/figs-metaphor)