or_tn/rom/13/08.md

1.5 KiB

Connecting Statement:

ପାଉଲ ବିଶ୍ବାସୀମାନେ ପଡୋଶୀମାନଙ୍କ ପ୍ରତି କେଉଁ ପ୍ରକାରେ ବ୍ୟବହାର କରିବା ଦରାକର, ସେ ବିଷୟରେ କହନ୍ତି।

Owe no one anything, except to love one another

ଏହା ଏକ ଯୁଗ୍ମ ନାକରାତ୍ମକ ବିଷୟ I ତୁମ୍ଭେମାନେ ଏହାକୁ ସାକାରାତ୍ମକଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତଙ୍କୁ ସମସ୍ତଙ୍କର ପ୍ରାପ୍ୟ ଦିଅ, ଓ ପରସ୍ପରକୁ ପ୍ରେମ କର” (ଦେଖ:rc://*/ta/man/translate/figs-doublenegatives)

Owe

ଏହା ବହୁବଚନ କ୍ରିୟା ଅଟେ ଓ ଏହା ସମସ୍ତ ରୋମୀୟ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ I (ଦେଖ:rc://*/ta/man/translate/figs-you)

except to love one another

ଏହା ଏକ ଋଣ ଅଟେ, ଯାହା ଉପର ଟିପ୍ପଣୀରେ ଦର୍ଶାଯାଇଥିବା ପ୍ରକାରେ ରହିଥିବ I

love

ଏହା ଏକ ପ୍ରକାର ପ୍ରେମ ଅଟେ ଯାହା ଈଶ୍ବରଙ୍କଠାରୁ ଅସିଥାଏ, ଓ କିଛି ଲାଭପ୍ରଦ ନ ହେଲେ ସୁଦ୍ଧା ଅନ୍ୟର ମଙ୍ଗଳ ହେବା ବିଷୟରେ ଧ୍ୟାନ ଦେଇଥାଏ।