or_tn/rom/13/07.md

1.9 KiB

Pay to everyone

ପାଉଲ ଏଠାରେ ବିଶ୍ବାସୀମାନକୁ ସମ୍ବୋଧିତ କରୁଅଛନ୍ତି, ସେଥିପାଇଁ ଏହା ବହୁବଚନ ଅଟେ I (ଦେଖା:rc://*/ta/man/translate/figs-you)

Tax to whom tax is due, toll to whom toll is due; fear to whom fear is due, honor to whom honor is due.

“ରାଜସ୍ବ” ଶବ୍ଦ ପୂର୍ବ ବାକ୍ୟାଂଶରୁ ବୁଝିପାରୁଛୁ I ବିକଳ୍ପ ଅନୁବାଦ: “ରାଜସ୍ବ ଦିଅ, ଯାହାକୁ ଦେବାକୁ ହେବ ଓ ଶୁଳ୍କ ଦିଅ, ଯାହାକୁ ଦେବାକୁ ହେବ। ଭୟ କର, ଯାହାକୁ ଭୟ କରିବା ଦରକାର ଓ ସମ୍ମାନ କର, ଯାହାକୁ ସମ୍ମାନ କରିବା ଦରକାର”(ଦେଖ:rc://*/ta/man/translate/figs-ellipsis)

fear to whom fear is due, honor to whom honor is due

ଏଠାରେ ଭୟ ଓ ସମ୍ମାନ ଦେବା ଏକ ରୂପକ ଅଟେ, ଯାହା ଭୟ ଓ ସମ୍ମାନ ପାଇବାପାଇଁ ଯୋଗ୍ୟ ଲୋକମାନଙ୍କୁ ଭୟ ଓ ସମ୍ମାନ କରିବା ବିଷୟ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଭୟ କର, ଯେଉଁମାନଙ୍କୁ ଭୟକରିବା ଦରକାର, ଓ ସମ୍ମାନ କର ଯେଉଁମାନେ ସମ୍ମାନିତ ହେବାର ଯୋଗ୍ୟ” ବା “ସମ୍ମାନ କର, ଯାହାକୁ ତୁମ୍ଭେମାନେ ସମ୍ମାନ କରିବା ଦରକାର, ଓ ସମ୍ଭ୍ରମ କର, ଯାହାକୁ ତୁମ୍ଭେମାନେ ସମ୍ଭ୍ରମ କରିବା ଦରକାର”(ଦେଖ:rc://*/ta/man/translate/figs-metaphor)

toll

ଏହା ଏକ ପ୍ରକାର ରାଜସ୍ବ ଅଟେ I