or_tn/rom/12/21.md

1.0 KiB

Do not be overcome by evil, but overcome evil with good

ପାଉଲ “କୁକ୍ରିୟା” ଶବ୍ଦଟିକୁ ଏପରି ବର୍ଣ୍ଣନା କରନ୍ତି ସତେ ଯେପରି ତାହା ଗୋଟେ ବ୍ୟକ୍ତି ଅଟେ । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ କୁକ୍ରିୟାକାରୀ ତୁମ୍ଭକୁ ପରଜୟ ନ କରୁ, କିନ୍ତୁ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର”(ଦେଖ:[[rc:///ta/man/translate/figs-personification]] ଓ [[rc:///ta/man/translate/figs-activepassive]])

Do not be overcome by evil, but overcome evil

ଏହି କ୍ରିୟାଗୁଡିକ ଜଣେ ବ୍ୟକ୍ତିଙ୍କୁ ସମ୍ବୋଧିତ କରେ, ସେଥିପାଇଁ ଏକବଚନ ଅଟେ I (ଦେଖ:rc://*/ta/man/translate/figs-you)