or_tn/rom/12/10.md

16 lines
1.5 KiB
Markdown

# Concerning love of the brothers, be affectionate
ଏଠାରେ ପାଉଲ ନଅଟି ଜିନିଷର ଏକ ସୂଚୀ କରନ୍ତି, ଆଉ ପ୍ରତ୍ୟେକ “ହେବା III ସମ୍ବନ୍ଧରେ” ବାକ୍ୟାଂଶରେ ବିଶ୍ବାସୀମାନେ କେଉଁ ପ୍ରକାରର ବ୍ୟକ୍ତି ହେବା ଦରକାର, ସେ ବିଷୟରେ କହନ୍ତି। ତୁମ୍ଭେମାନେ କେତେକ ଜିନିଷକୁ ଏହି ପ୍ରକାରେ ଅନୁବାଦ କରିବା ଅବଶ୍ୟକ ହୋଇପାରେ, ଯେପରି “କରିବା III ସମ୍ବନ୍ଧରେ I ”ତାଲିକାଟି [ରୋମୀୟ ୧୨:୧୩] (II/୧୨/୧୩Imd) ପର୍ଯ୍ୟନ୍ତ ରହିଛି I
# Concerning love of the brothers
ତୁମ୍ଭେମାନେ କିପରି ତୁମ୍ଭମାନଙ୍କର ସାଥୀ ବିଶ୍ବାସୀମାନଙ୍କୁ ପ୍ରେମ କରୁଅଛ
# be affectionate
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରେମକୁ ପ୍ରଦର୍ଶିତ କର”
# Concerning honor, respect one another
ପରସ୍ପରକୁ ସମ୍ମାନ ଓ ଆଦର କର ବା “ସାଥୀ ବିଶ୍ବାସୀମାନଙ୍କୁ ସମ୍ମାନ କରି ସେମାନଙ୍କର ଆଦର କର”