or_tn/rom/12/09.md

1.3 KiB

Let love be without hypocrisy

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଲୋକମାନଙ୍କୁ ଆନ୍ତରିକ ଭାବରେ ଓ ସତ୍ୟତାରେ ପ୍ରେମ କରିବା ଉଚିତ୍” (ଦେଖ:rc://*/ta/man/translate/figs-activepassive)

love

ଏଠାରେ ଯେଉଁ ଶବ୍ଦ ପାଉଲ ବ୍ୟବହାର କରିଅଛନ୍ତି, ଯାହା ଈଶ୍ବରଙ୍କ ଠାରୁ ଆଗତ ପ୍ରେମକୁ ଦର୍ଶାଏ ଓ ନିଜର ଉପକାର ନ ହେଲେ ସୁଦ୍ଧା ଅନ୍ୟମାନଙ୍କର ଉନ୍ନତି ପାଇଁ ଧ୍ୟାନ ଦିଏ ।

love

ଏହା ଏକ ଅନ୍ୟ ଶବ୍ଦ ଅଟେ ଯାହାର ଅର୍ଥ ଭ୍ରାତୃପ୍ରେମ ବା ବନ୍ଧୁ ପ୍ରତିଥିବା ପ୍ରେମ ବା ପରିବାରର ସଦସ୍ୟ ପ୍ରତି ଥିବା ପ୍ରେମକୁ ଦର୍ଶାଏ। ଏହା ସାଧାରଣ ମାନବୀୟ ପ୍ରେମ ଅଟେ, ଯାହା ବନ୍ଧୁମାନଙ୍କବା ସମ୍ପର୍କିୟମାନଙ୍କ ମଧ୍ୟରେ ଦେଖାଯାଏ।