or_tn/rom/12/08.md

727 B

giving

ଏଠାରେ “ଦେବା” ର ଅର୍ଥ ଲୋକମାନଙ୍କୁ ଟଙ୍କା ପଇସା ଓ ଅନ୍ୟ ଜିନିଷ ଦେବା ବିଷୟକୁ ଦର୍ଶାଏ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହି ଅର୍ଥକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଜଣଙ୍କ ପାଖରେ ଲୋକମାନଙ୍କୁ ଅର୍ଥ ଦେବାର କ୍ଷମତା ଅଛି ବା ଦୀନହୀନମାନଙ୍କୁ ସାମଗ୍ରୀ ଦେବାର କ୍ଷମତା ଅଛି” (ଦେଖ:rc://*/ta/man/translate/figs-explicit)