or_tn/rom/12/05.md

863 B

are individually members of each other

ପାଉଲ ବିଶ୍ବାସୀମାନଙ୍କ ବିଷୟରେ ଏପରି କୁହନ୍ତି ଯେ ସତେ ଯେପରି ମନୁଷ୍ୟ ଶରୀରର ଅଂଶକୁ ସଂଯୋଗ କଲା ଭଳି ଈଶ୍ବର ସେମାନଙ୍କୁ ସଂଯୁକ୍ତ କରିଅଛନ୍ତି । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପ୍ରତ୍ୟେକ ବିଶ୍ବାସୀଙ୍କୁ ଅନ୍ୟ ବିଶ୍ବାସୀମାନଙ୍କ ସହିତ ସଂଯୋଗ କରିଅଛନ୍ତି” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])