or_tn/rom/12/04.md

1.4 KiB

For

କାହିଁକି ଖ୍ରୀଷ୍ଟିୟାନମାନେ ଅନ୍ୟମାନଙ୍କଠାରୁ ମହାନ ବୋଲି ମନେ କରିବା ଉଚିତ୍ ନୁହେଁ, ସେ ବିଷୟ ବର୍ଣ୍ଣନା କରି ଦେଖାଇବାକୁ ପାଉଲ ଏହି ଶବ୍ଦ ବ୍ୟବହାର କରୁଛନ୍ତି I

we have many members in one body

ପାଉଲ ଖ୍ରୀଷ୍ଟଙ୍କ ସମସ୍ତ ବିଶ୍ବାସୀମାନଙ୍କୁ ଏପରି ଦର୍ଶାନ୍ତି ଯେ ସତେ ଯେପରି ସେମାନେ ମନୁଷ୍ୟ ଶରୀରର ବିଭିନ୍ନ ଅଂଶଗୁଡିକ ଅଟନ୍ତି । ସେ ସ୍ପଷ୍ଟ କରିବାପାଇଁ ଏହି ଉଦାହରଣ ଦିଅନ୍ତି ଯେ, ଯଦିଓ ବିଶ୍ବାସୀମାନେ ବିଭିନ୍ନ ମାଧ୍ୟମରେ ଖ୍ରୀଷ୍ଟଙ୍କର ସେବା କରିପାରିବେ, ତେବେ ବି ପ୍ରତ୍ୟେକ ବ୍ୟକ୍ତି ଖ୍ରୀଷ୍ଟଙ୍କର ଅଟନ୍ତି ଓ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମରେ ତାହାଙ୍କର ସେବା କରନ୍ତି। (ଦେଖ:rc://*/ta/man/translate/figs-metaphor)

members

ଏଗୁଡିକ ଆଖି, ପେଟ, ଓ ହାତ ସଦୃଶ ବିଷୟଗୁଡ଼ିକ ଅଟେ