or_tn/rom/11/36.md

605 B

To him be the glory forever

ସମସ୍ତ ଲୋକମାନେ ଈଶ୍ବରଙ୍କ ଗୌରବ କରନ୍ତୁ ବୋଲି ପାଉଲଙ୍କ ଇଚ୍ଛାକୁ ଏହା ପ୍ରକାଶ କରେ I ତୁମ୍ଭେମାନେ ତୁମ୍ଭମାନଙ୍କର ଅନୁବାଦରେ ଏହାକୁ ସ୍ପଷ୍ଟ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଲୋକମାନେ ସର୍ବଦା ତାହାଙ୍କୁ ସମ୍ମାନ କରନ୍ତୁ” (ଦେଖ:rc://*/ta/man/translate/figs-explicit)