or_tn/rom/11/33.md

903 B

Oh, the depth of the riches both of the wisdom and the knowledge of God!

ଏଠାରେ “ବୁଦ୍ଧି” ଓ “ଜ୍ଞାନ” ର ଅର୍ଥ ମୌଳିକଭାବରେ ସାମନ ବିଷୟ ଅଟେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ଉଭୟ ବୁଦ୍ଧି ଓ ଜ୍ଞାନର ଲାଭ କେତେ ଆଶ୍ଚର୍ଯ୍ୟଜନକ ଅଟେ !” (ଦେଖ:rc://*/ta/man/translate/figs-doublet)

How unsearchable are his judgments, and his ways beyond discovering

ଯେଉଁ ବିଷୟ ସବୁ ସେ ସ୍ଥିର କରିଅଛନ୍ତି ଓ ଆମ୍ଭମାନଙ୍କ ପ୍ରତି କରିବାପାଇଁ ପଥ ଖୋଜି ଅଛନ୍ତି, ତାହା ବୁଝିବାପାଇଁ ଆମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଅକ୍ଷମ ଅଟୁ