or_tn/rom/11/29.md

1.2 KiB

For the gifts and the call of God are unchangeable

ଈଶ୍ବର ତାହାଙ୍କର ଲୋକମାନଙ୍କୁ ଦେବାପାଇଁ ପ୍ରତିଜ୍ଞା କରିଥିବା ଅଧ୍ୟାତ୍ମିକ ଓ ଭୌତିକ ଆଶୀର୍ବାଦଗୁଡିକ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେଗୁଡିକ ଉପହାର ଅଟେ I ଈଶ୍ବରଙ୍କ ଆହ୍ବାନ ଏହି ତଥ୍ୟକୁ ଦର୍ଶାଏ କି ଈଶ୍ବର ଯିହୂଦୀମାନଙ୍କୁ ତାହାଙ୍କର ଲୋକ ହେବାପାଇଁ ଆହ୍ବାନ କଲେ I ଅନ୍ୟ ଏକ ଅନୁବାଦରେ: “କାରଣ ସେ ସେମାନଙ୍କୁ କଣ ଦେବାକୁ ପ୍ରତିଜ୍ଞା କରିଛନ୍ତି, ଓ ସେ ସେମାନଙ୍କୁ କିପରି ତାହାଙ୍କର ଲୋକ ହେବାପାଇଁ ଆହ୍ବାନ କଲେ, ସେ ବିଷୟରେ ଈଶ୍ବର ତାହାଙ୍କର ମନକୁ କେବେ ବଦଳାଇ ନାହାଁନ୍ତି” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-explicit]])