or_tn/rom/11/25.md

2.7 KiB

I do not want you to be uninformed

ଏଠାରେ ପାଉଲ ଏକ ଯୁଗ୍ମ ନାକରାତ୍ମକ ବାକ୍ୟାଂଶ ବ୍ୟବହାର କରନ୍ତି I ତୁମ୍ଭେମାନେ ଏହାର ଅନୁବାଦ ସାକାରାତ୍ମକ ଭାବରେ କରିପାରିବ I ଅନ୍ୟ ଏକ ଅନୁବାଦରେ: “ମୁଁ ଅତ୍ୟଧିକ ଇଚ୍ଛା କରେ ଯେ ତୁମ୍ଭେମାନେ ଜାଗ୍ରତ ରୁହ” (ଦେଖ:rc://*/ta/man/translate/figs-doublenegatives)

brothers

ଏଠାରେ “ଭାଇମାନେ” ର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି I

I

ସର୍ବନାମ “ମୁଁ” ପାଉଲଙ୍କୁ ଦର୍ଶାଏ I

you ... you ... your

ସର୍ବନାମ “ତୁମ୍ଭେମାନେ” ଓ “ତୁମ୍ଭର ” ବିଜାତି ବିଶ୍ବାସୀମାନଙ୍କୁ ଦର୍ଶାଏ I

in order that you will not be wise in your own thinking

ପାଉଲ ଚାହାଁନ୍ତି ନାହିଁ ଯେ ବିଜାତି ବିଶ୍ବାସୀମାନେ ଯିହୂଦୀ ଅବିଶ୍ବାସୀମାନଙ୍କ ଠାରୁ ଜ୍ଞାନୀ ବୋଲି ଭାବନ୍ତୁ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେମାନେ ନିଜଠାରୁ ଅଧିକ ଜ୍ଞାନୀ ବୋଲି ଭାବିବ ନାହିଁ” (ଦେଖ:rc://*/ta/man/translate/figs-explicit)

a partial hardening has occurred in Israel

ପାଉଲ “କଠିନ କରିବା” କିମ୍ବା “ଶକ୍ତଗ୍ରୀବ ହେବା” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଶରୀରରେ ଶାରୀରିକ ଅଂଗକୁ କଠିନ କରିବା ବିଷୟ ଅଟେ I କେତେକ ଯିହୂଦୀ ଯୀଶୁଙ୍କ ଦ୍ବାରା ସାଧିତ ପରିତ୍ରାଣ ଗ୍ରହଣ କରିବାକୁ ଅଗ୍ରାହ୍ୟ କଲେ I ଅନ୍ୟ ଏକ ଅନୁବାଦରେ: “ଇଶ୍ରାୟେଲର ଅନେକ ଲୋକ ଶକ୍ତଗ୍ରୀବ ହେବାକୁ ଲାଗିଲେ” (ଦେଖ:rc://*/ta/man/translate/figs-metaphor)

until the completion of the Gentiles come in

ଏଠାରେ “ଯେପର୍ଯ୍ୟନ୍ତ” ଶବ୍ଦର ଅର୍ଥ ହେଉଛି ଯେ ଈଶ୍ବର ବିଜାତିମାନଙ୍କୁ ମଣ୍ଡଳୀକୁ ଆଣିବା ଶେଷ କରିବା ପରେ ଯାଇ କେତେକ ଯିହୂଦୀ ବିଶ୍ବାସ କରିବେ I