or_tn/rom/11/24.md

1.9 KiB

For if you were cut out of what is by nature a wild olive tree, and contrary to nature were grafted into a good olive tree, how much more will these Jews, who are the natural branches, be grafted back into their own olive tree?

ପାଉଲ ବିଜାତି ବିଶ୍ବାସୀମାନଙ୍କ ଓ ଯିହୂଦୀମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଏକ ଗଛର ଶାଖାଗୁଡିକ ଥିଲେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଯଦି ଈଶ୍ବର ତୁମ୍ଭମାନଙ୍କୁ ଏକ ଜଙ୍ଗଲୀ ଜାତୀୟ ଜୀତ ଗଛରୁ କାଟି ପ୍ରକୃତିର ବିପରୀତରେ ତୁମ୍ଭମାନଙ୍କୁ ଏକ ଭଲ ଜୀତ ଗଛରେ ଲଗାଇ କଲମୀ କରିଥିଲେ, ତେବେ ଏହି ପ୍ରାକୃତିକ ଶାଖା ସଦୃଶ ଯିହୂଦୀମାନଙ୍କୁ ସେମାନଙ୍କ ନିଜ ଜୀତ ଗଛରେ ଲଗାଇ କେତେ ଅଧିକଭାବେ କଲମୀ କରିବେ?” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

branches

ପାଉଲ ଯିହୂଦୀମାନଙ୍କ ଓ ବିଜାତିମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶାଖାଗୁଡିକ ଅଟନ୍ତି I “ପ୍ରାକୃତିକ ଶାଖାଗୁଡିକ” ଯିହୂଦୀମାନଙ୍କୁ ଦର୍ଶାଏ, ଓ “କଲମୀ କରାଯାଇଥିବା ଶାଖାଗୁଡିକ” ବିଜାତି ବିଶ୍ବାସୀମାନଙ୍କୁ ଦର୍ଶାଏ I (ଦେଖ:rc://*/ta/man/translate/figs-metaphor)