or_tn/rom/11/23.md

16 lines
1.9 KiB
Markdown

# if they do not continue in their unbelief
“ସେମାନଙ୍କର ଅବିଶ୍ବାସରେ ଚାଲ ନାହିଁ” ଏକ ଯୁଗ୍ମ ନାକାରାତ୍ମକ ବାକ୍ୟାଂଶ ଅଟେ I ତୁମ୍ଭେମାନେ ଏହାକୁ ସାକାରାତ୍ମକ ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ଯିହୂଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି” (ଦେଖ:[[rc://*/ta/man/translate/figs-doublenegatives]])
# will be grafted in
ପାଉଲ ଯିହୂଦୀମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ଶାଖାଗୁଡିକ ଅଟନ୍ତି, ଆଉ ଯଦି ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ତାହା ହେଲେ ସେଗୁଡିକୁ କଲମୀ କରାଯାଇପାରିବ । ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ପୁନର୍ବାର କଲମୀ କରିବେ” (ଦେଖ:[[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])
# graft
ଏହା ଏକ ସାମାନ୍ୟ ପ୍ରକ୍ରିୟା ଅଟେ, ଯେଉଁଠାରେ ଏକ ଗଛର ଏକ ଜୀବନ୍ତ ଶାଖାକୁ ଅନ୍ୟ ଏକ ଗଛରେ ସଂଯୋଗ କରାଯାଏ, ଯେପରି ସେହି ଗଛରେ ନୂଆଁ ଶାଖାଟି ବଢିପାରିବ I
# they ... them
ସମସ୍ତ “ସେମାନେ” କିମ୍ବା “ସେମାନଙ୍କର” ଶବ୍ଦଗୁଡିକ ଯିହୂଦୀମାନଙ୍କୁ ଦର୍ଶାଏ I