or_tn/rom/11/22.md

3.3 KiB

the kind actions and the severity of God

ପାଉଲ ବିଜାତି ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଯଦିଓ ଈଶ୍ବର ସେମାନଙ୍କ ପ୍ରତି ବହୁଳ ଭାବେ ଦୟା କରିପାରନ୍ତି, ସେ ସେମାନଙ୍କୁ ବିଚାର କରିବାକୁ ଓ ସେମାନଙ୍କୁ ଦଣ୍ଡିତ କରିବାକୁ ଦ୍ବିଧାବୋଧ କରିବେ ନାହିଁ I

severity came on the Jews who fell ... God's kindness comes on you

“କଠୋରତା” ଓ “ଦୟାପୂର୍ବକ” ଏହି ଭାବବାଚକ ବିଶେଷ୍ୟକୁ ଦୂର କରିବାପାଇଁ ଏହାକୁ ପୁନର୍ବାର ମଧ୍ୟ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପତିତ ଯିହୂଦୀମାନଙ୍କ ପ୍ରତି କଠୋର ବ୍ୟବହାର କଲେ, III କିନ୍ତୁ ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରନ୍ତି”(ଦେଖ”rc://*/ta/man/translate/figs-abstractnouns)

those who fell

ଯାହା ଭୁଲ୍ ଅଟେ, ତାହା କରାଯିବା ବିଷୟରେ ଏପରି କୁହାଯାଇଛି ଯେ ସତେ ଯେପରି ଏହା ତଳେ ପଡୁଅଛି I ଅନ୍ୟ ଏକ ଅନୁବାଦରେ: “ଯେଉଁ ଯିହୂଦୀମାନେ ଭୁଲ୍ କରିଛନ୍ତି” କିମ୍ବା “ଯେଉଁ ଯିହୂଦୀମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ଅଗ୍ରହ୍ୟ କରିଅଛନ୍ତି” (ଦେଖ:rc://*/ta/man/translate/figs-metaphor)

if you continue in his kindness

“ଦୟାପୂର୍ବକ” ଭାବବାଚକ ବିଶେଷ୍ୟକୁ ଦୂର କରିବାପାଇଁ ଏହାକୁ ପୁନର୍ବାର ମଧ୍ୟ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ଯାହା ଭଲ, ତାହା କରିବ ତେବେ ସେ ତୁମ୍ଭ ପ୍ରତି ନିରନ୍ତର ଦୟାଳୁ ହୋଇ ରହିବେ” (ଦେଖ:rc://*/ta/man/translate/figs-abstractnouns)

Otherwise you also will be cut off

ପାଉଲ ପୁନର୍ବାର ଏକ ଶାଖାର ରୂପକ ବ୍ୟବହାର କରନ୍ତି, ଯାହାକୁ ଆବଶ୍ୟକ ହେଲେ ଈଶ୍ବର “କାଟି ପକାଇପାରନ୍ତି I” ଏଠାରେ “କାଟି ପକାଇବେ” ଗୋଟିଏ ରୂପକ ଅଟେ,ଯାହା ଜଣଙ୍କୁ ଗ୍ରହଣ ନ କରିବା ଅର୍ଥକୁ ଦର୍ଶାଇଥାଏ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ନଚେତ୍ ଈଶ୍ବର ତୁମ୍ଭମାନଙ୍କୁ କାଟି ପକାଇବେ” ବା “ନଚେତ୍ ଈଶ୍ବର ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରିବେ” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])