or_tn/rom/11/21.md

952 B

For if God did not spare the natural branches, neither will he spare you

ଏଠାରେ “ପ୍ରାକୃତିକ ଶାଖାଗୁଡିକ” ଯିହୂଦୀ ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରିଥିଲେ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଅବିଶ୍ବାସୀ ଯିହୂଦୀମାନଙ୍କୁ ଛାଡିଲେ ନାହିଁ, ଯେଉଁମାନେ ମୂଳଠାରୁ ବଢୁଥିବା ଗୋଟିଏ ଗଛର ପ୍ରାକୃତିକ ଶାଖା ଥିଲେ, ଏବେ ତୁମ୍ଭେମାନେ ଜାଣ ଯେ ଯଦି ତୁମ୍ଭେମାନେ ବିଶ୍ବାସ କରିବ ନାହିଁ, ସେ ତୁମ୍ଭମାନଙ୍କୁ ମଧ୍ୟ ଛାଡିବେ ନାହିଁ (ଦେଖ:rc://*/ta/man/translate/figs-metaphor)