or_tn/rom/11/17.md

2.2 KiB

if you, a wild olive branch

“ତୁମ୍ଭେମାନେ” ସର୍ବନାମ ଓ “ଏକ ଜଙ୍ଗଲୀ ଜୀତ ଶାଖା” ବିଜାତି ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଯୀଶୁଙ୍କ ଦ୍ବାରା ପରିତ୍ରାଣ ଗ୍ରହଣ କରିଅଛନ୍ତି I (ଦେଖ:[[rc:///ta/man/translate/figs-you]] ଓ [[rc:///ta/man/translate/figs-metaphor]])

But if some of the branches were broken off

ଯେଉଁ ଯିହୂଦୀମାନେ ଯୀଶୁଙ୍କୁ ଅଗ୍ରାହ୍ୟ କରିଅଛନ୍ତି, ସେମାନଙ୍କୁ ପାଉଲ “ଭଗ୍ନ ଶାଖାଗୁଡିକ” ରୂପେ ଦର୍ଶାନ୍ତି। ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ କେତେକ ଲୋକ କିଛି ଶାଖାଗୁଡିକୁ ଭାଙ୍ଗି ଦେଇଅଛନ୍ତି” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

were grafted in among them

ଏଠାରେ ପାଉଲ ବିଜାତି ଖ୍ରୀଷ୍ଟିୟାନମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ “କଲମୀ କରାଯାଇଥିବା ଶାଖାଗୁଡ଼ିକ” ଅଟନ୍ତି I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କୁ ଅବଶିଷ୍ଟ ଶାଖାଗୁଡିକ ସହିତ ସଂଯୁକ୍ତ କରିଅଛନ୍ତି” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

the rich root of the olive tree

ଏଠାରେ “ସମୃଦ୍ଧ ମୂଳ” ଏକ ରୂପକ ଅଟେ ଯାହା ଈଶ୍ବରଙ୍କ ପ୍ରତିଜ୍ଞାକୁ ଦର୍ଶାଏ I (ଦେଖ:rc://*/ta/man/translate/figs-metaphor)