or_tn/rom/11/15.md

20 lines
2.1 KiB
Markdown

# For if their rejection means the reconciliation of the world
କାରଣ ଯଦି ଈଶ୍ବର ସେମାନଙ୍କୁ ଅଗ୍ରାହ୍ୟ କଲେ, ସେ ଅବଶିଷ୍ଟ ଜଗତକୁ ତାହାଙ୍କ ସହିତ ସମ୍ମିଳିତ କରିବେ
# their rejection
ସର୍ବନାମ “ସେମାନଙ୍କର” ଅବିଶ୍ବାସୀ ଯିହୂଦୀୟମାନଙ୍କୁ ଦର୍ଶାଏ I
# the world
ଏଠାରେ “ଜଗତ” ଏକ ଉପମା ଅଟେ, ଯାହା ଏହି ଜଗତରେ ବସବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହି ଜଗତର ଲୋକମାନେ” (ଦେଖ:[[rc://*/ta/man/translate/figs-metonymy]])
# what will their acceptance be but life from the dead?
ପାଉଲ ଜୋର୍ ଦେଇ କହିବାପାଇଁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି ଯେ ଏହା ଏକ ଅର୍ଶ୍ଚଯ୍ୟ ବିଷୟ ହେବ, ଯେତେବେଳେ ଈଶ୍ବର ଯିହୂଦୀମାନଙ୍କୁ ଗ୍ରହଣ କରିବେ I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା କିପରି ହେବ ଯେତେବେଳେ ଈଶ୍ବର ସେମାନଙ୍କୁ ଗ୍ରହଣ କରିବେ? ସେମାନେ ମୃତମାନଙ୍କ ମଧ୍ୟରୁ ଜୀବିତ ହୋଇ ଆସିଲା ପରି ହେବ!” ବା “ଯେତେବେଳେ ଈଶ୍ବର ସେମାନଙ୍କୁ ଗ୍ରହଣ କରିବେ, ଏହା ଏପରି ହେବ ଯେପରି ସେମାନେ ମୃତ୍ୟୁବରଣ କଲାପରେ ପୁନର୍ବାର ଜୀବିତ ହୋଇ ଆସିଲେ!”
# the dead
ଏହି ଶବ୍ଦଗୁଡିକ ସମସ୍ତ ମୃତ ଲୋକମାନେ ସମାଧିରେ ରହିଥିବା ବିଷୟକୁ ଦର୍ଶାଏ I