or_tn/rom/11/12.md

12 lines
1.5 KiB
Markdown

# if their failure is the riches of the world, and if their loss is the riches of the Gentiles
ଏହି ଉଭୟ ବାକ୍ୟାଂଶ ମୌଳିକଭାବରେ ସମାନ ଅର୍ଥକୁ ପ୍ରକାଶ କରେ I ଯଦି ତୁମ୍ଭମାନଙ୍କର କରିବା ଦରକାର, ତୁମ୍ଭେମାନେ ସେଗୁଡିକୁ ତୁମ୍ଭମାନଙ୍କର ଅନୁବାଦରେ ସଂଯୁକ୍ତ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ଯିହୂଦୀମାନେ ଆତ୍ମିକ ରୂପରେ ଅସଫଳ ହେଲେ, ପରିଣାମ ଏହା ହେଲା ଯେ ଈଶ୍ବର ପ୍ରଚୁର ଭାବରେ ଅଣ-ଯିହୂଦୀମାନଙ୍କୁ ଆଶୀର୍ବାଦ କଲେ” (ଦେଖ:[[rc://*/ta/man/translate/figs-doublet]])
# the riches of the world
ଯେହେତୁ ଯିହୂଦୀମାନେ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କଲେ, ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାର ସୁଯୋଗ ଦେଇ ଈଶ୍ବର ପ୍ରଚୁର ଭାବରେ ବିଜାତିମାନଙ୍କୁ ଆଶୀର୍ବାଦ କଲେ I
# the world
ଏଠାରେ “ଜଗତ” ଏକ ଉପମା ଅଟେ, ଯାହା ଏହି ଜଗତରେ ବସବାସ କରୁଥିବା ଲୋକମାନଙ୍କୁ, ବିଶେଷ ରୂପରେ ବିଜାତିମାନଙ୍କୁ ଦର୍ଶାଏ I