or_tn/rom/11/07.md

4 lines
628 B
Markdown

# What then?
ତାହାହେଲେ ଆମ୍ଭମାନେ କ’ଣ କହିବା? ପାଉଲ ପାଠକମାନଙ୍କୁ ପରବର୍ତ୍ତୀ ପ୍ରସଙ୍ଗ ବିଷୟରେ କହିବା ନିମନ୍ତେ ଏହି ପ୍ରଶ୍ନ ପଚାରନ୍ତି । ତୁମ୍ଭେମାନେ ଏହାକୁ ଏକ ଉକ୍ତି ରୂପରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ଆମ୍ଭମାନଙ୍କୁ ମନେ ରଖିବାକୁ ହେବ” (ଦେଖ:[[rc://*/ta/man/translate/figs-rquestion]])