or_tn/rom/11/06.md

439 B

But if it is by grace

ପାଉଲ ବର୍ଣ୍ଣନା କରି କହନ୍ତି ଯେ କିପରି ଈଶ୍ବରଙ୍କ ଦୟା ପ୍ରକାଶିତ ହେଉଅଛି। ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯେହେତୁ ଈଶ୍ବରଙ୍କ କୃପା ଅନୁଗ୍ରହରେ କର୍ମ କରୁଅଛି” (ଦେଖ:rc://*/ta/man/translate/figs-explicit)