or_tn/rom/10/19.md

2.7 KiB

Moreover, I say, ""Did Israel not know?

ପାଉଲ ଗୁରୁତ୍ବ ଦେବାପାଇଁ ଏକ ପ୍ରଶ୍ନର ବ୍ୟବହାର କରନ୍ତି I ଇଶ୍ରାୟେଲ ଦେଶରେ ବାସ କରୁଥିବା ଲୋକମାନଙ୍କ ନିମନ୍ତେ “ଇଶ୍ରାୟେଲ” ଶବ୍ଦଟି ଏକ ଉପମା ଅଟେ I ଅନ୍ୟ ଏକ ଅନୁବାଦରେ: “ପୁନର୍ବାର ମୁଁ ତୁମ୍ଭମାନଙ୍କୁ କହୁଅଛି, ଇଶ୍ରାୟେଲ ଲୋକମାନେ ସୁସମ୍ବାଦ ଜାଣିଲେ ନାହିଁ” (ଦେଖ:[[rc:///ta/man/translate/figs-rquestion]] ଓ [[rc:///ta/man/translate/figs-metonymy]])

First Moses says, ""I will provoke you ... I will stir you up

ଏହାର ଅର୍ଥ ହେଉଛି ଯେ ଈଶ୍ବର ଯାହା କହିଲେ, ମୋଶା ତାହା ଲେଖିଅଛନ୍ତି I “ମୁଁ” ଈଶ୍ବରଙ୍କୁ ଦର୍ଶାଏ, ଓ “ତୁମ୍ଭେମାନେ” ଇଶ୍ରାୟେଲୀୟମାନଙ୍କୁ ଦର୍ଶାଏ I ଅନ୍ୟ ଏକ ଅନୁବାଦରେ: “ପ୍ରଥମେ ମୋଶା କହନ୍ତି ଯେ ଈଶ୍ବର ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବେ III ଈଶ୍ବର ତୁମ୍ଭମାନଙ୍କୁ ଆଲୋଡନ କରିବେ” (ଦେଖ: [[rc:///ta/man/translate/figs-you]] ଓ [[rc:///ta/man/translate/figs-quotations]])

by what is not a nation

ସେମାନଙ୍କ ସକାଶେ ତୁମ୍ଭେମାନେ ପ୍ରକୃତ ଦେଶ ବୋଲି ମନେ କରୁ ନାହଁ ବା “ଯେଉଁମାନେ କୌଣସି ଦେଶର ନୁହନ୍ତି, ସେହି ଲୋକମାନଙ୍କ ଦ୍ବାରା”

By means of a nation without understanding

ଏଠାରେ “ଜ୍ଞାନ ବିନା”ର ଅର୍ଥ ହେଉଛି ଯେ ଲୋକମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମୋତେ ଓ ମୋର ଆଜ୍ଞାକୁ ଜାଣନ୍ତି ନାହିଁ, ସେହି ଏକ ଦେଶର ଲୋକମାନଙ୍କ ଦ୍ବାରା” (ଦେଖ:rc://*/ta/man/translate/figs-explicit)

I will stir you up to anger

ମୁଁ ତୁମ୍ଭମାନଙ୍କୁ କ୍ରୋଧିତ କରାଇବି କିମ୍ବା “ମୁଁ ତୁମ୍ଭମାନଙ୍କଠାରେ କ୍ରୋଧ ଜନ୍ମାଇବି”

you

ଏହା ଇଶ୍ରାୟେଲ ଦେଶକୁ ଦର୍ଶାଏ I (ଦେଖ:rc://*/ta/man/translate/figs-you)