or_tn/rom/10/15.md

761 B

How beautiful are the feet of those who proclaim good news

ଯେଉଁମାନେ ଏପର୍ଯ୍ୟନ୍ତ ଶୁଣିନାହାନ୍ତି, ସେମାନଙ୍କ ନିକଟକୁ ଯେଉଁମାନେ ଯାତ୍ରା କରି ସୁସମ୍ବାଦ ଜଣାନ୍ତି, ସେମାନଙ୍କୁ ନିଦର୍ଶନ କରିବାପାଇଁ ପାଉଲ “ପାଦ” ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଏହା ଆଶ୍ଚର୍ଯ୍ୟ ଅଟେ ଯେ ଯେତେବେଳେ ଦୂତମାନେ ଆସି ଆମ୍ଭମାନଙ୍କୁ ଶୁଭ ସୁସମ୍ବାଦ ଦିଅନ୍ତି” (ଦେଖ:rc://*/ta/man/translate/figs-metonymy)