8 lines
976 B
Markdown
8 lines
976 B
Markdown
# For with the heart one believes unto righteousness, and with the mouth one confesses unto salvation
|
|
|
|
ଏଠାରେ “ହୃଦୟ” ଏକ ଉପମା ଅଟେ, ଯାହା ମନ ବା ଇଚ୍ଛାକୁ ନିଦର୍ଶନ କରେ I ଅନ୍ୟ ଏକ ଅନୁବାଦରେ: “ଜଣେ ବ୍ୟକ୍ତି ମନରେ ବିଶ୍ବାସ କରେ ଓ ଈଶ୍ବରଙ୍କ ଛାମୁରେ ଧାର୍ମିକ ହୁଏ, ଓ ମୁଖ ଦ୍ବାରା ଜଣେ ବ୍ୟକ୍ତି ସ୍ବୀକାର କରେ ଓ ଈଶ୍ବର ତାହାକୁ ଉଦ୍ଧାର କରନ୍ତି” (ଦେଖ:[[rc://*/ta/man/translate/figs-metonymy]])
|
|
|
|
# with the mouth
|
|
|
|
ଏଠରେ “ମୁଖ” ଏକ ସୂଚନାତ୍ମକ ଶବ୍ଦ ଅଟେ, ଯାହା ଜଣେ ବ୍ୟକ୍ତିର କହିବା କ୍ଷମତାକୁ ନିଦର୍ଶନ କରେ I (ଦେଖ:[[rc://*/ta/man/translate/figs-synecdoche]])
|